Tumgik
odishakhabar · 12 days
Text
ଆଇପିଏଲ୍‌-୨୦୨୪ : ୩୩ ରନ୍‌ରେ ଗୁଜରାଟକୁ ହରାଇଲା ଲକ୍ଷ୍ନୌ
ନୂଆଦିଲ୍ଲୀ, ୦୮/୪ : ଆଇପିଏଲ୍‌-୨୦୨୪ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍‌ସକୁ ୩୩ ରନ୍‌ରେ ଲକ୍ଷ୍ନୌ ପରାସ୍ତ କରିଛି । ଯୁବ ପେସ୍ ବୋଲର ୟଶ୍‌ ଠାକୁର ୫ଟି ଏବଂ ବାମହାତି ସ୍ପିନର କ୍ରୁନାଲ ପାଣ୍ଡ୍ୟା ୩ଟି ୱିକେଟ ନେବାରୁ ରବିବାର ସନ୍ଧ୍ୟାର ଆଇପିଏଲ୍‌ ମ୍ୟାଚ୍‌ରେ ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ । ସାଇ ସୁଦର୍ଶନଙ୍କ ୩୧ ରନ୍‌ ସତ୍ତ୍ବେ ଗୁଜରାଟ ୧୮.୫ ଓଭରରେ ୧୩୦ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ହ୍ୟାଟ୍ରିକ୍‌ ବିଜୟ ପରେ ୪ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ଲକ୍ଷ୍ନୌ ସୁପର…
Tumblr media
View On WordPress
0 notes
odishakhabar · 12 days
Text
ରାଜ୍ୟରେ ୪ ଦିନ କାଳବୈଶାଖୀ : ୧୨ ଜିଲାକୁ ସତର୍କତା
ଭୁବନେଶ୍ୱର, ୦୮/୪ : ରବିବାର ଅପରାହ୍ଣରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ପବନ ଆଶ୍ବସ୍ତି ଆଣିଛି । କାଳବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି । ଆଜି ୧୨ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି। ପଶ୍ଚିମାଝଡ ପ୍ରଭାବ ଏବଂ ଏକ ନିମ୍ନ ଚାପରେଖା ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ତାମିଲନାଡୁ, ଛତିଶଗଡ,…
Tumblr media
View On WordPress
0 notes
odishakhabar · 12 days
Text
କଞ୍ଚା ଆମ୍ବରେ ପ୍ରସ୍ତୁତ କରନ୍ତୁ ଏମିତି ପ୍ୟାକ୍ ଯାହା ଆପଣଙ୍କୁ ଆଣିଦେବ ସୁନ୍ଦର ତ୍ୱଚା
ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକମାନେ ଗରମରୁ ରକ୍ଷା ପାଇବା ଏବଂ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା ଆମ୍ବର ବ୍ୟବାହାର କରନ୍ତି । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ଖିଆଯାଇଥାଏ । କିନ୍ତୁ ଆପଣ ଜାଣନ୍ତି କି ତ୍ୱଚାରେ କଞ୍ଚା ଆମ୍ବ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଆପଣଙ୍କୁ କହିବା ଯେ କଞ୍ଚା ଆମ୍ବକୁ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟର ଏକ ଉତ୍ତମ…
Tumblr media
View On WordPress
0 notes
odishakhabar · 12 days
Text
ତାତିରୁ ନିସ୍ତାର ପରେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା : କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ପ୍ରଚାର
ଭୁବନେଶ୍ୱର, ୦୮/୪ : ତାତିରୁ ନିସ୍ତାର ପରେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା । କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ଏକ ବିଶାଳ ବାଇକ୍ ରାଲି କରି ପ୍ରଚାର କରିଛନ୍ତି ସନ୍ତୃପ୍ତ ମିଶ୍ର । ଖାନନଗର ସାଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜେଡି ଲୋକସଭା ପ୍ରାର୍ଥୀ ଏକ ବାଇକ୍ ଶୋଭାଯାତ୍ରାରେ ବାହାରିଥିଲେ । ସନ୍ତୃପ୍ତ ମିଶ୍ରଙ୍କ ସହ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ଖୋଲା ଜିପରେ ଶତାଧିକ ସମର୍ଥକଙ୍କ ସହ ନୂଆବଜାର ପୋତାପୋଖରୀରେ ବୈଠକ କରିଥିଲେ । ଏହି ଅବସରରେ ବିଜେଡି…
Tumblr media
View On WordPress
0 notes
odishakhabar · 12 days
Text
ଆଜିର ରାଶିଫଳ (ସୋମବାର)
ମେଷ : ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଖର୍ଚ୍ଚ ବଢ଼ିପାରେ । ଭଉଣୀଙ୍କୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇପାରେ । ବନ୍ଧୁଙ୍କ ସହଯୋଗରେ ସମ୍ପତ୍ତି ଏବଂ ଆୟ ବୃଦ୍ଧି ହେବ । ବୃଷ : ମନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ । ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଚେତନ ରୁହନ୍ତୁ । କୌଣସି ପୁରୁଣା କଥାକୁ ନେଇ ପରିବାରରେ କଳହ ଦେଖାଦେଇପାରେ । ଜୀବନସାଥୀଙ୍କ ସହ ବିବାଦ ଉପୁଜିପାରେ । ମିଥୁନ : ଜୀବନସାଥୀଙ୍କ ସହ ଦିନଟି ଭଲରେ କଟିବ । ଅଟକିଥିବା କାର୍ଯ୍ୟ…
Tumblr media
View On WordPress
0 notes
odishakhabar · 13 days
Text
ରାଜ୍ୟରେ ଅସହ୍ୟ ଖରା ପାଇଁ ୪ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
ଭୁବନେଶ୍ୱର, ୦୭/୪ : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ଏଠାରେ ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ ଚାଲିବ ପାଠପଢା । ଏ ନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ସଂପୃକ୍ତ ୪ ଜିଲ୍ଲାର ଜିଲାପାଳ । ପୂର୍ବରୁ ସକାଳ ୭ଟାରୁ ଦିନ ସାଢେ ୧୧ଟା ଯାଏଁ ପାଠପଢା ହେଉଥିଲା । ଅନୁଗୁଳରେ ଆଜି ତାପମାତ୍ରା ୪୩.୫ ଡିଗ୍ରୀ ରହିଛି ।…
Tumblr media
View On WordPress
0 notes
odishakhabar · 13 days
Text
ଆଜିର ରାଶିଫଳ (ରବିବାର)
ମେଷ : ଚାକିରିରେ ପରିବର୍ତ୍ତନ ଦେଖାଦେଇପାରେ । ପରିବାରଠୁ ଦୂରରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧ ବଢ଼ିପାରେ । କଳା ଏବଂ ସଙ୍ଗୀତ କ୍ଷେତ୍ରରେ ରୁଚି ରହିବ । ବୃଷ : ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିପାରେ । ବନ୍ଧୁଙ୍କ ସାହାଯ୍ୟରେ ଆୟ ବଢ଼ିବ । ଚାକିରି କିମ୍ୱା କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇପାରେ । ମିଥୁନ : ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟିକ କାର୍ଯ୍ୟରେ ବ୍ୟବଧାନ…
Tumblr media
View On WordPress
0 notes
odishakhabar · 19 days
Text
ଭାରତରେ ବନ୍ଦ ହୋଇପାରେ ପେଟ୍ରୋଲ ଓ ଡିଜେଲ ଗାଡ଼ି : କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ
ନୂଆଦିଲ୍ଲୀ,୧/୪ : ଭାରତକୁ ଗୋଟିଏ ସବୁଜ ଅର୍ଥନୀତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଆଜି ବଡ଼ ବୟାନ ଦେଇଛନ୍ତି। ସବୁଜ ଅର୍ଥନୀତି ପାଇଁ ହାଇବ୍ରିଡ ଗାଡ଼ିଗୁଡ଼ିକ ଉପରୁ ଜିଏସଟି ହ୍ରାସ କାଟିବାକୁ ପଡ଼ିବ। ଏପରି ପଦକ୍ଷେପ ନେଲେ ଦେଶରେ ଗଡ଼ୁଥିବା ୩୬ କୋଟିରୁ ଅଧିକ ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବନ୍ଦ କରାଯାଇ ପାରିବ ବୋଲି ସେ କହିଛନ୍ତି। ଦେଶରେ ଗଡ଼ୁଥିବା ସମସ୍ତ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିରୁ ମୁକ୍ତି ମିଳିପାରିବ କି ପ୍ରଶ୍ନର ଉତ୍ତରରେ ଗଡକରୀ ଏହା…
Tumblr media
View On WordPress
0 notes
odishakhabar · 19 days
Text
ଦିଲ୍ଲୀରେ ବାଘ ଆତଙ୍କ, ଘରେ ପଶି କଲା କ୍ଷତାକ୍ତ
ଦିଲ୍ଲୀ,୧/୪ : ଉତ୍ତର ଦିଲ୍ଲୀ ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ସୂଚନାଅନୁସାରେ, ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ…
Tumblr media
View On WordPress
0 notes
odishakhabar · 19 days
Text
କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ପାଛୋଟି ନେଲେ ହଜାର ହଜାର କର୍ମୀ
କେନ୍ଦ୍ରାପଡ଼ା,୧/୪ : କେନ୍ଦ୍ରାପଡ଼ା ପାଇଁ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ଆଜି କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଏକ ବିଶାଳ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ଆଜି ଅପରାହ୍ନରେ ଦୁହୁରୀଆଠାରେ ପହଞ୍ଚିଥିଲେ ବୈଜୟନ୍ତ ପଣ୍ଡା। ସେଠାରେ ତାଙ୍କୁ ଭବ୍ୟ…
Tumblr media
View On WordPress
0 notes
odishakhabar · 19 days
Text
ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ଉପରେ ହେବନି କାର୍ଯ୍ୟାନୁଷ୍ଠାନ : ଆୟକର ବିଭାଗ
ନୂଆଦିଲ୍ଲୀ,୧/୪ : ଲୋକସଭା ନିର୍ବାଚନ ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସକୁ ବଡ଼ ଆଶ୍ୱସ୍ତି ମିଳିଛି । ୩୫୦୦ କୋଟି ଟଙ୍କାର ବକେୟା ଟିକସ ମାମଲାରେ ଆୟକର ବିଭାଗ ନିର୍ବାଚନ ଶେଷ ନ ହେବା ଯାଏ କଂଗ୍ରେସ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ। ଆଜି ଏନେଇ ଆୟକର ବିଭାଗ ବିଧିବଦ୍ଧ ଭାବେ ସୁପ୍ରିମକୋର୍ଟଙ��କୁ ଅବଗତ କରାଇଛନ୍ତି। କଂଗ୍ରେସ ଓ ଆୟକର ବିଭାଗ ମଧ୍ୟରେ ଚାଲିଥିବା ତିକ୍ତତାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ରେ ହେବ। ଆୟକର ବିଭାଗ…
Tumblr media
View On WordPress
0 notes
odishakhabar · 19 days
Text
ବିଜେପିରେ ଯୋଗ ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି
ଭୁବନେଶ୍ବର,୧/୪ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା। କିନ୍ତୁ ଆଜି ଅନୁଭବ ବିଜେପିରେ ମିଶିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ…
Tumblr media
View On WordPress
0 notes
odishakhabar · 20 days
Text
ଲାଲକୃଷ୍ଣ ଆଡଭାନୀଙ୍କୁ 'ଭାରତ ରତ୍ନ'ରେ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୧/୩ : ଦେଶର ସର୍ବୋଚ୍ଚ ନଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ। ତାଙ୍କ ବାସଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି। ଏହି ସମୟରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଆଡଭାନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ରାଷ୍ଟ୍ରପତି ନିଜେ ତାଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନରେ…
Tumblr media
View On WordPress
0 notes
odishakhabar · 20 days
Text
ନିର୍ବାଚନରେ ମ୍ୟାଚ୍ ଫିକ୍ସିଂ, ବିନା ଇଭିଏମରେ ୧୮୦ରୁ ଅଧିକ ଆସନ ଜିତିପାରିବନି ବିଜେପି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୩୧/୩ : ନିର୍ବାଚନ ପୂର୍ବରୁ ମ୍ୟାଚ ଫିକ୍ସିଂ କରୁଛି ବିଜେପି । ଇଭିଏମ୍ ଓ ସୋସିଆଲ ମିଡିଆ ମ୍ୟାନେଜ କରି ବିଜେପି ୪୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ନହେଲେ ବିଜେପି ୧୮୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ବିଜେପି ସରକାର କଂଗ୍ରେସ ପାର୍ଟିର ଆକାଉଣ୍ଟ ସିଜ୍ କରିଛି । ନେତାଙ୍କୁ ଧମକ ଚମକ ଦେଉଛି । ପଇସା ଦେଇ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ନେତାଙ୍କୁ ଜେଲରେ ଭର୍ତି କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶର ଅନ୍ୟ…
Tumblr media
View On WordPress
0 notes
odishakhabar · 20 days
Text
ଦିଲ୍ଲୀ ମଦ ନୀତି ମାମଲା : କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଇଣ୍ଡିଆ ମେଣ୍ଟର ବିକ୍ଷୋଭ
ନୂଆଦିଲ୍ଲୀ, ୩୧/୩ : ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନ ଓ ଇଡି ଗିରଫ ପ୍ରତିବାଦରେ ଆଜି ଇଣ୍ଡିଆ ମେଣ୍ଟ ତରଫରୁ କରାଯିବ ବଡ଼ ଧରଣର ବିକ୍ଷୋଭ କରାଯାଇଛି ।  ରାଲିରେ ଇଣ୍ଡିଆ ମେଣ୍ଟର ପ୍ରାୟ ସମସ୍ତ ଅଂଶୀଦାର ଦଳର ନେତା ସାମିଲ ହେବେ । କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଗାନ୍ଧୀ, ଶରଦ ପାୱାର, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଚମ୍ପାଇ ସୋରେନ ପ୍ରମୁଖ ସାମିଲ ହେବେ । ରାଲିକୁ ଝାଡ଼ଖଣ୍ଡର ପୂର୍ବତନ…
Tumblr media
View On WordPress
0 notes
odishakhabar · 20 days
Text
ଆଜି ଶଙ୍ଖ ଧରିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର, ୩୧/୩ : ଆଜି ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବାପରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ । ଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ…
Tumblr media
View On WordPress
0 notes
odishakhabar · 20 days
Text
ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ
ଭୁବନେଶ୍ୱର, ୩୧/୩ : ଆଜି ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜିବୀ । ୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ । ବିଜେଡିରେ ସାମିଲ ପରେ ଚିରଞ୍ଜିବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି । କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ । ତାଙ୍କ ବିକାଶମୂଳକ…
Tumblr media
View On WordPress
0 notes